ହୋଲି ଆଣିଲା ରାଜ୍ୟରେ ଶୋକ : ଦୁଇଭାଇଙ୍କ ସମେତ ୮ ମୃତ, ୧୭ ଆହତ

ଭୁବନେଶ୍ୱର: ସମଗ୍ର ଦେଶ ସହିତ ଓଡ଼ିଶାରେ ମଧ୍ୟ ବୁଧବାର ରଙ୍ଗର ପର୍ବ ‘ହୋଲି’ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ହୋଲି ଖେଳ ପରେ ଅତ୍ୟଧିକ ଖୁସି ହେବା କିଛି ଲୋକଙ୍କ ପାଇଁ ମହଙ୍ଗା ପଡ଼ିଛି। ଅନେକ ଲୋକଙ୍କ ପାଇଁ ଦୁଃଖ ଆଣି ଦେଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ପାଣିରେ ବୁଡ଼ି, ସଡ଼କ ଦୁର୍ଘଟଣା ଓ ହିଂସାକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି … Continue reading ହୋଲି ଆଣିଲା ରାଜ୍ୟରେ ଶୋକ : ଦୁଇଭାଇଙ୍କ ସମେତ ୮ ମୃତ, ୧୭ ଆହତ